ହ୍ୟାରୀ ପୋଟର୍ ହେଉଛି ଏକ ସାତଗୋଟି କାଳ୍ପନିକ ଉପନ୍ୟାସ ଯାହାକି ଲେଖକ ଜେ.କେ. ରୌଲିଂଙ୍କଦ୍ୱାରା ରଚିତ ହୋଇଛି । ଏହି ବହିରେ ଯାଦୁଗର ହ୍ୟାରୀ ପୋଟର୍ ଏବଂ ତାଙ୍କର ସାଙ୍ଗ ରୋନାଲ୍ଡ ୱିଜ୍‌ଲି, ହର୍ମୋଇନି ଗ୍ରେଞ୍ଜର୍ ଯେଉଁମାନେ କି ହଗ୍ୱାର୍ଟ୍ସ ଜାଦୁଗରୀ ଏବଂ ତନ୍ତ୍ର ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ସହ ଏକ ଅଦଭୁତପୂବ ରୋମାଞ୍ଚକର ଯାତ୍ରା ଉପରେ ପର୍ଯ୍ୟବସିତ । ଏହି କାହାଣୀର ମୂଳ ଆଧାର ହ୍ୟାରୀ ଯାହାର ପ୍ରଧାନ ଲକ୍ଷ୍ୟ ଦୁଷ୍ଟ ଜାଦୁଗର ଲର୍ଡ୍ ବୋଲ୍‌ଡମଟ‌କୁ ହରାଇବା ଜିଏକି ସମଗ୍ର ଜାଦୁଗରୀ ଦୁନିଆ ଉପରେ ନିଜର ପ୍ରଭୁତ୍ୱ ବିସ୍ତାର କରିବାକୁ ଚାହିଞ୍ଚି ଏବଂ ତା ରାସ୍ତାରେ ଆସିଥିବା ସମସ୍ତ ଲୋକଙ୍କକୁ ସେ ବିନାଶ କରିଛି। ଏହାରେ ପ୍ରଥମ ଉପନ୍ୟାସ ହ୍ୟାରୀ ପୋର୍ଟର୍ ଏବଂ ଫିଲୋସଫର୍ସ ଶ୍ଟୋନ ୧୯୯୭ ମସିହା ୩୦ଜୁନ ମାସରେ ପ୍ରକାଶିତ ହେବ ପରେ ଏହା ଅଦ୍ଭୁତପୂର୍ବ ଲୋକପ୍ରିୟତା ହାସଲ କରି ଇତିହାସ ରଚନା କରିଥିଲା ।

Harry Potter
The ହ୍ୟାରୀ ପୋଟର୍ ପ୍ରତୀକ, ଉପନ୍ୟାସ ଧାରାବାହିକର ଆମେରିକୀୟ ସଂସ୍କରଣରେ ଏବଂ ପରେ ଚଳଚ୍ଚିତ୍ରରେ ବ୍ୟବହୃତ ହୋଇଥିଲା।
ହ୍ୟାରି ପୋଟର୍' ଲୋଗୋ ପ୍ରଥମେ ଉପନ୍ୟାସ ଧାରାବାହିକର ଆମେରିକୀୟ ସଂସ୍କରଣ (ଏବଂ ବିଶ୍ବବ୍ୟାପୀ ଅନ୍ୟ କେତେକ ସଂସ୍କରଣ) ଏବଂ ପରେ ଚଳଚ୍ଚିତ୍ରକ୍ରମ ପାଇଁ ବ୍ୟବହୃତ ହୋଇଥିଲା
ଲେଖକ ଜେ.କେ. ରୌଲିଂ
ଦେଶ ବ୍ରିଟିଶ ସାହିତ୍ୟ
ଭାଷା ଇଂରାଜୀ
ବିଭାବ ବିଲକ୍ଷଣ, କାଳ୍ପନିକ, କାଳ୍ପନିକ ରହସ୍ୟ, ପୁଲକିତ, ଯାଦୁବାଦୀ ବାସ୍ତବତା
ପ୍ରକାଶକ ବ୍ଲୁମ୍ସବରି ପ୍ରକାଶନ (ବ୍ରିଟେନ)
ପ୍ରକାଶ ତାରିଖ ୨୯ ଜୁନ ୧୯୯୭ – ୨୧ ଜୁଲାଇ ୨୦୦୭ (ପ୍ରାରମ୍ଭିକ ପ୍ରକାଶନ)
Media type ମୁଦ୍ରଣ (ହାର୍ଡକଭର୍ ଏବଂ ପେପର୍ୱ୍ୟାକ୍)
ଅଡିଓ ବୁକ୍
ଇ-ବୁକ୍

ବାହାର ଲିଙ୍କ ସମ୍ପାଦନା